ଡ୍ରେନ୍‌ରେ ଭାସୁଛି ନବଜାତ ଶିଶୁର ମୃତଦେହ

0

ଭଦ୍ରକ : ନୟନଜୋରୀରେ ଭାସୁଛି ନବଜାତ ଶିଶୁର ମୃତଦେହ । ଭଦ୍ରକ ଜିଲ୍ଲା ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ରାନ୍ଦିଆ ଛକ ନିକଟ କୋରଣ୍ଟଠାରେ ଦେଖିବାକୁ ମିଳିଛି ଏଭଳି ଅଭାବନୀୟ ଦୃଶ୍ୟ ।

ସୂଚନାଯୋଗ୍ୟ ଯେ, ଭଦ୍ରକ ଜିଲ୍ଲା ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ରାନ୍ଦିଆ ଛକ ନିକଟ କୋରଣ୍ଟଠାରେ ଥିବା ନୟନଜୋରୀରେ ଭାସୁଛି ନବଜାତ ଶିଶୁର ମୃତଦେହ । ନବଜାତର ମୃତଦେହ ଭାସୁଥିବା ଦେଖି ପୋଲିସକୁ ଖବର ଦେଇଛନ୍ତି ସ୍ଥାନୀୟଲୋକ । ତେବେ ରାତି ସମୟରେ ଶିଶୁର ମୃତଦେହଟି ସେଠାରେ ଫିଙ୍ଗା ଯାଇଥିବା ସନ୍ଦେହ କରାଯାଉଛି ।

Leave A Reply

Your email address will not be published.