ଦୁଇ ବାଇକ୍ ମୁହାମୁହିଁ, ଜଣଙ୍କର ମୃତ୍ୟୁ

0

ସୁନ୍ଦରଗଡ଼ : ସୁନ୍ଦରଗଡ ଜିଲ୍ଲା ଲେଫ୍ରିପଡ଼ା ଥାନା ଅନ୍ତର୍ଗତ ଛଟେନପାଲି ବ୍ରିଜ ନିକଟରେ ଦୁଇ ବାଇକ୍ ମୁହାମୁହିଁ ଧକ୍କା ହୋଇଛି । ଦୁର୍ଘଟଣା ଫଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଦୁଇ ଜଣ ଗୁରୁତର ହୋଇଛନ୍ତି । ମୃତକ ଜଣଙ୍କ ଲେଫ୍ରିପଡ଼ା ଗ୍ରାମର ଝସକେତନ ପଟ୍ଟା । ଜଣେ ଗୁରୁତର ରିନା ହୋତା ।

 

ଉଲ୍ଲେଖଯୋଗ୍ୟ ଯେ, ଝସକେତନ ଓ ରିନା ଦୁହେଁ ସୁନ୍ଦରଗଡ ଆସୁଥିବା ବେଳେ ଏଭଳି ଦୁର୍ଘଟଣା ଘଟିଥିଲା । ଝସକେତନ ଓ ରିନା ଲେଫ୍ରିପଡ଼ା କଲେଜ କର୍ମଚାରୀ ଅଟନ୍ତି । ଅନ୍ୟ ଜଣେ ଗୁରୁତରଙ୍କ ପରିଚୟ ମିଳିନାହିଁ ।

Leave A Reply

Your email address will not be published.