ଗଞ୍ଜାମ :ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଦୁଇ ମୃତ

0

ଗଂଜାମ : ବୁଗୁଡ଼ା-ବ୍ଲକ ଅନ୍ତର୍ଗତ ଉଦୟପୁର ଗ୍ରାମ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା| ଏକ ସ୍କୁଟି ରେ ଆସୁଥିବା 3 କଲେଜ ଛାତ୍ରୀ ଭରସମ୍ୟ ହରାଇ ରାସ୍ତା କଡରେ ଥିବା ଏକ ଗଛରେ ପିଟି ହୋଇ ଦୁର୍ଘଟଣା ଘଟିଛି | ଘଟଣା ସ୍ଥଳରେ ହିଁ ଦୁଇ ଜଣ ଛାତ୍ରୀଙ୍କ ମୃତ୍ୟୁ ହୋଇଛି ଏବଂ ଜଣଙ୍କ ଅବସ୍ଥା ସ୍ଥିର ରହିଥିବା ଜଣ ପଡିଛି |

Leave A Reply

Your email address will not be published.