ଉତ୍ତରାଖଣ୍ଡ : କରୋନାରୁ ମାତ ଦେବାକୁ ସାରା ଦେଶରେ ଜାରି ରହିଛି ଟିକାକରଣ ଅଭିଯାନ । କେପରି ସମସ୍ତ ଲୋକେ ଟିକା ନେବାରୁ ବଞ୍ଚିତ ନରହିବେ ସେନେଇ ଜାରି ରହିଛି ପ୍ରୟାସ । ଗାଁ ରୁ ସହର ସବୁଠି ଅଭଯାନକୁ ତ୍ୱରାନ୍ୱିତ କରାଯାଉଛି । ତେବେ ଏହି କାର୍ଯ୍ୟରେ ସମସ୍ତଙ୍କ ପାଇଁ ଆଗଧାଡିର ଯୋଦ୍ଧାଙ୍କ ଭୂମିକା ରହିଛି ଅଧିକ ଗୁରୁତ୍ୱପୂର୍ଣ୍ଣ । ତେବେ କିଛି ସ୍ୱାସ୍ଥ୍ୟକର୍ମୀ ନିଜ ଜୀବନକୁ ବାଜି ଲଗାଇ ସରକାରଙ୍କ ଏହି ଅଭିଯାନକୁ ଜାରି ରଖିଛନ୍ତି । ଏମିତି କିଛି ସ୍ୱାସ୍ଥ୍ୟକର୍ମୀଙ୍କ ଭଲ କାର୍ଯ୍ୟକୁ ନେଇ ଏବେ ସବୁଠି ଚର୍ଚ୍ଚା । ଲୋକଙ୍କୁ ଟୀକାକରଣ ପାଇଁ ସ୍ୱାସ୍ଥ୍ୟକର୍ମୀମାନେ ସାତ ଦରିଆ ପାର ବି କରୁଛନ୍ତି । କେବଳ ସେତିକି ନୁହେଁ ପାହାଡ ଚଢି ରାସ୍ତା ପାର ହୋଇ ଯାଉଛନ୍ତି । ତ୍ତରାଖଣ୍ଡର ସୂଜୂର ଇଲାକାରୁ ନଜର ଆସିଛି ଏଭଳି ଚିତ୍ର । ସବୁ ବାଧାବିଘ୍ନ ଅତିକ୍ରମ କରି କରୋନା ଯୁଦ୍ଧରେ ଆଗଧାଡିର ଯୋଦ୍ଧା ବୋଲାଉଥିବା ଏହି ଯୋଦ୍ଧାମାନେ ଗାଁରେ ପହଞ୍ଚି ଲୋକଙ୍କୁ ଦେଇଛନ୍ତି ଟିକା । ଆଉ ଏମାନଙ୍କ ଏହି କାର୍ଯ୍ୟକୁ ନେଇ ସମସ୍ତେ କରୁଛନ୍ତି ପ୍ରଶଂସା ।ତେବେ ଏହି କାର୍ଯ୍ୟରେ ସମସ୍ତଙ୍କ ପାଇଁ ଆଗଧାଡିର ଯୋଦ୍ଧାଙ୍କ ଭୂମିକା ରହିଛି ଅଧିକ ଗୁରୁତ୍ୱପୂର୍ଣ୍ଣ । ତେବେ କିଛି ସ୍ୱାସ୍ଥ୍ୟକର୍ମୀ ନିଜ ଜୀବନକୁ ବାଜି ଲଗାଇ ସରକାରଙ୍କ ଏହି ଅଭିଯାନକୁ ଜାରି ରଖିଛନ୍ତି ।ଏମିତି କିଛି ସ୍ୱାସ୍ଥ୍ୟକର୍ମୀଙ୍କ ଭଲ କାର୍ଯ୍ୟକୁ ନେଇ ଏବେ ସବୁଠି ଚର୍ଚ୍ଚା । ଲୋକଙ୍କୁ ଟୀକାକରଣ ପାଇଁ ସ୍ୱାସ୍ଥ୍ୟକର୍ମୀମାନେ ସାତ ଦରିଆ ପାର ବି କରୁଛନ୍ତି । କେବଳ ସେତିକି ନୁହେଁ ପାହାଡ ଚଢି ରାସ୍ତା ପାର ହୋଇ ଯାଉଛନ୍ତି । ତ୍ତରାଖଣ୍ଡର ସୂଜୂର ଇଲାକାରୁ ନଜର ଆସିଛି ଏଭଳି ଚିତ୍ର । ସବୁ ବାଧାବିଘ୍ନ ଅତିକ୍ରମ କରି କରୋନା ଯୁଦ୍ଧରେ ଆଗଧାଡିର ଯୋଦ୍ଧା ବୋଲାଉଥିବା ଏହି ଯୋଦ୍ଧାମାନେ ଗାଁରେ ପହଞ୍ଚି ଲୋକଙ୍କୁ ଦେଇଛନ୍ତି ଟିକା । ଆଉ ଏମାନଙ୍କ ଏହି କାର୍ଯ୍ୟକୁ ନେଇ ସମସ୍ତେ କରୁଛନ୍ତି ପ୍ରଶଂସା ।
ତାଜା ଖବର
- Do i need to Get good Fuckbuddy when you look at the 15 minutes?
- See Men and women On the internet and Take pleasure in Dating On the internet Today
- Most useful Connection Internet From 2022: Most useful Matchmaking Applications Getting Hookups And Matchmaking
- Opinion: as to why advancement inside a creator matters to help you homebuyers
- Chapter-15: “As well as the Moonlight is the merely light”
- What is the Difference between Centered and you can Focused?
- The new KINK-Self-confident Sado maso Community Having FETISH Relationships
- She’s small, remarkably creative and you will naturally very rational
- Because of the people degree of investigations, argument during the organizations means an essential matter to possess executives
- Step 3. Purchase the tech stack to own a great Tinder-particularly app