ଗ୍ରାମାଞ୍ଚଳରେ ଟିକା ଦେବାକୁ ପାହାଡ ଚଢୁଛନ୍ତି ସ୍ୱାସ୍ଥ୍ୟକର୍ମୀ

0

ଉତ୍ତରାଖଣ୍ଡ : କରୋନାରୁ ମାତ ଦେବାକୁ ସାରା ଦେଶରେ ଜାରି ରହିଛି ଟିକାକରଣ ଅଭିଯାନ । କେପରି ସମସ୍ତ ଲୋକେ ଟିକା ନେବାରୁ ବଞ୍ଚିତ ନରହିବେ ସେନେଇ ଜାରି ରହିଛି ପ୍ରୟାସ । ଗାଁ ରୁ ସହର ସବୁଠି ଅଭଯାନକୁ ତ୍ୱରାନ୍ୱିତ କରାଯାଉଛି । ତେବେ ଏହି କାର୍ଯ୍ୟରେ ସମସ୍ତଙ୍କ ପାଇଁ ଆଗଧାଡିର ଯୋଦ୍ଧାଙ୍କ ଭୂମିକା ରହିଛି ଅଧିକ ଗୁରୁତ୍ୱପୂର୍ଣ୍ଣ । ତେବେ କିଛି ସ୍ୱାସ୍ଥ୍ୟକର୍ମୀ ନିଜ ଜୀବନକୁ ବାଜି ଲଗାଇ ସରକାରଙ୍କ ଏହି ଅଭିଯାନକୁ ଜାରି ରଖିଛନ୍ତି ।  ଏମିତି କିଛି ସ୍ୱାସ୍ଥ୍ୟକର୍ମୀଙ୍କ ଭଲ କାର୍ଯ୍ୟକୁ ନେଇ ଏବେ ସବୁଠି ଚର୍ଚ୍ଚା । ଲୋକଙ୍କୁ ଟୀକାକରଣ ପାଇଁ ସ୍ୱାସ୍ଥ୍ୟକର୍ମୀମାନେ ସାତ ଦରିଆ ପାର ବି କରୁଛନ୍ତି । କେବଳ ସେତିକି ନୁହେଁ ପାହାଡ ଚଢି ରାସ୍ତା ପାର ହୋଇ ଯାଉଛନ୍ତି । ତ୍ତରାଖଣ୍ଡର ସୂଜୂର ଇଲାକାରୁ ନଜର ଆସିଛି ଏଭଳି ଚିତ୍ର । ସବୁ ବାଧାବିଘ୍ନ ଅତିକ୍ରମ କରି କରୋନା ଯୁଦ୍ଧରେ ଆଗଧାଡିର ଯୋଦ୍ଧା ବୋଲାଉଥିବା ଏହି ଯୋଦ୍ଧାମାନେ ଗାଁରେ ପହଞ୍ଚି ଲୋକଙ୍କୁ ଦେଇଛନ୍ତି ଟିକା । ଆଉ ଏମାନଙ୍କ ଏହି କାର୍ଯ୍ୟକୁ ନେଇ ସମସ୍ତେ କରୁଛନ୍ତି ପ୍ରଶଂସା ।ତେବେ ଏହି କାର୍ଯ୍ୟରେ ସମସ୍ତଙ୍କ ପାଇଁ ଆଗଧାଡିର ଯୋଦ୍ଧାଙ୍କ ଭୂମିକା ରହିଛି ଅଧିକ ଗୁରୁତ୍ୱପୂର୍ଣ୍ଣ । ତେବେ କିଛି ସ୍ୱାସ୍ଥ୍ୟକର୍ମୀ ନିଜ ଜୀବନକୁ ବାଜି ଲଗାଇ ସରକାରଙ୍କ ଏହି ଅଭିଯାନକୁ ଜାରି ରଖିଛନ୍ତି ।ଏମିତି କିଛି ସ୍ୱାସ୍ଥ୍ୟକର୍ମୀଙ୍କ ଭଲ କାର୍ଯ୍ୟକୁ ନେଇ ଏବେ ସବୁଠି ଚର୍ଚ୍ଚା । ଲୋକଙ୍କୁ ଟୀକାକରଣ ପାଇଁ ସ୍ୱାସ୍ଥ୍ୟକର୍ମୀମାନେ ସାତ ଦରିଆ ପାର ବି କରୁଛନ୍ତି । କେବଳ ସେତିକି ନୁହେଁ ପାହାଡ ଚଢି ରାସ୍ତା ପାର ହୋଇ ଯାଉଛନ୍ତି । ତ୍ତରାଖଣ୍ଡର ସୂଜୂର ଇଲାକାରୁ ନଜର ଆସିଛି ଏଭଳି ଚିତ୍ର । ସବୁ ବାଧାବିଘ୍ନ ଅତିକ୍ରମ କରି କରୋନା ଯୁଦ୍ଧରେ ଆଗଧାଡିର ଯୋଦ୍ଧା ବୋଲାଉଥିବା ଏହି ଯୋଦ୍ଧାମାନେ ଗାଁରେ ପହଞ୍ଚି ଲୋକଙ୍କୁ ଦେଇଛନ୍ତି ଟିକା । ଆଉ ଏମାନଙ୍କ ଏହି କାର୍ଯ୍ୟକୁ ନେଇ ସମସ୍ତେ କରୁଛନ୍ତି ପ୍ରଶଂସା ।

Leave A Reply

Your email address will not be published.