ଜଳିଗଲେ ମାନସିକ ଭିନକ୍ଷମ ଯୁବକ

0

ସୋର : ଜଳିଗଲେ ମାନସିକ ଭିନକ୍ଷମ ଯୁବକ । ଟ୍ରେନ୍ ଲାଇନ୍ ଉପରେ ଟଣା ଯାଇଥିବା ଉଚ୍ଚ ଶକ୍ତି ସମ୍ପନ୍ନ ବିଦ୍ୟୁତ ତାର ସଂସ୍ପର୍ଶରେ ଆସିଥିଲେ । ସୋର ଷ୍ଟେସନର ୪ ନମ୍ବର ପ୍ଲାଟଫର୍ମରେ ଛିଡ଼ାହୋଇଥିବା  ଏକ ମାଲବାହୀ ଟ୍ରେନ୍ ସିଡିରେ ଚଢି ମାନସିକ ଭିନ୍ନକ୍ଷମ ଯୁବକ ଉଚ୍ଚଶକ୍ତି  ସମ୍ପନ୍ନ ତାର ଛୁଇଁଦେଇଥିଲେ । ଜୋରଦାର ଝଟକା ଲାଗି ଏନବୋକ୍ସ ଭିତରେ ପଡି ଗୁରୁତର ହୋଇ ପଡିଥିଲେ । ପୋଡିହୋଇ ଯୁବକ ଗୁରୁତର ହୋଇଥିଲେ । ଆରପିଏଫ, ସ୍ଥାନୀୟ ଲୋକ ଉଦ୍ଧାର କରି ସୋର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ ।

Leave A Reply

Your email address will not be published.