ସୋର : ଜଳିଗଲେ ମାନସିକ ଭିନକ୍ଷମ ଯୁବକ । ଟ୍ରେନ୍ ଲାଇନ୍ ଉପରେ ଟଣା ଯାଇଥିବା ଉଚ୍ଚ ଶକ୍ତି ସମ୍ପନ୍ନ ବିଦ୍ୟୁତ ତାର ସଂସ୍ପର୍ଶରେ ଆସିଥିଲେ । ସୋର ଷ୍ଟେସନର ୪ ନମ୍ବର ପ୍ଲାଟଫର୍ମରେ ଛିଡ଼ାହୋଇଥିବା ଏକ ମାଲବାହୀ ଟ୍ରେନ୍ ସିଡିରେ ଚଢି ମାନସିକ ଭିନ୍ନକ୍ଷମ ଯୁବକ ଉଚ୍ଚଶକ୍ତି ସମ୍ପନ୍ନ ତାର ଛୁଇଁଦେଇଥିଲେ । ଜୋରଦାର ଝଟକା ଲାଗି ଏନବୋକ୍ସ ଭିତରେ ପଡି ଗୁରୁତର ହୋଇ ପଡିଥିଲେ । ପୋଡିହୋଇ ଯୁବକ ଗୁରୁତର ହୋଇଥିଲେ । ଆରପିଏଫ, ସ୍ଥାନୀୟ ଲୋକ ଉଦ୍ଧାର କରି ସୋର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ ।
ତାଜା ଖବର
- Well, my earlier publication made an effort to share with the storyline around brand new expose, about dazzling moment, thirteen
- How-to Stop an extended-length Relationship with a person nonetheless Remain Friends
- Do i need to Get good Fuckbuddy when you look at the 15 minutes?
- See Men and women On the internet and Take pleasure in Dating On the internet Today
- Most useful Connection Internet From 2022: Most useful Matchmaking Applications Getting Hookups And Matchmaking
- Opinion: as to why advancement inside a creator matters to help you homebuyers
- Chapter-15: “As well as the Moonlight is the merely light”
- What is the Difference between Centered and you can Focused?
- The new KINK-Self-confident Sado maso Community Having FETISH Relationships
- She’s small, remarkably creative and you will naturally very rational