ଯୁବକକୁ ପିଟିପିଟି ହତ୍ୟା

0

ବଡବିଲ,  :  ଯୁବକକୁ ପିଟିପିଟି ହତ୍ୟା ।କେନ୍ଦୁଝର ଜିଲ୍ଲା ରୁଗୁଡି ଥାନା ଅଞ୍ଚଳରେ ଏପରି ଅଭାବନୀୟ ଘଟଣା ଘଟିଛି ।

ସୂଚନାନୁସାରେ, ରବିବାର ରୁଗୁଡ଼ି ଥାନା ରୋଇଡ଼ା ମାଙ୍କଡ଼ ହଟିଂରେ ଜଣେ ଯୁବକଙ୍କୁ ପିଟିପିଟି ହତ୍ୟା କରାଯାଇଛି । ମୃତ ଯୁବକ ହେଲେ କେ-ଥାଟିନ୍ ଅଂଚଳର ଘନଶ୍ୟାମ ସମାସୀ  । ଘଟଣାସ୍ଥଳରେ  ସାଇଣ୍ଟିଫିକ୍ ଟିମ୍ ସହାୟତାରେ ପୋଲିସ ତଦନ୍ତ ଆରମ୍ଭ କରିଛି । ତେବେ ହତ୍ୟାକାଣ୍ଡର କାରଣ ଅସ୍ପଷ୍ଟ ଥିବା ବେଳେ ୨ ଜଣଙ୍କୁ ଅଟକ ରଖି ପଚରାଉଚରା ଜାରି ରହିଛି ।

Leave A Reply

Your email address will not be published.