ଯୁବତୀଙ୍କ ମୃତଦେହ ଉଦ୍ଧାର

0

ପାରାଦୀପ, :ଯୁବତୀଙ୍କ ମୃତଦେହ ଉଦ୍ଧାର । ଜଗତସିଂହପୁର ଜିଲ୍ଲା ପାରାଦୀପ  ବଡ଼ପଡିଆ ମାର୍କେଟ ବସ୍ତିରୁ ମୃତଦେହଟି ଉଦ୍ଧାର କରାଯାଇଛି ।

ସୂଚନାନୁସାରେ,  ଶୁକ୍ରବାର ସକାଳେ ଏକ ଘରେ ଯୁବତୀ ଜଣଙ୍କର ମୃତଦେହ ପଡିଥିଲା । ଏନେଇ ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ । ପୋଲିସ ଆସି ମୃତଦେହକୁ ଉଦ୍ଧାର କରିଛି ।  ମୄତ ଯୁବତୀ ହେଲେ  କାବେରୀକା ସାହୁ ( ୨୭ ବର୍ଷ) ।  ତେବେ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି ।ବ୍ୟବଚ୍ଛେଦ ପରେ ହତ୍ୟାର କାରଣ ଜଣାପଡିବ ବୋଲି ପୋଲିସ ଅଧିକାରୀ କହିଛନ୍ତି ।

Leave A Reply

Your email address will not be published.