କକା ଖୁଡିଙ୍କୁ ଶାବଳ ଭୁସି ହତ୍ୟାକଲା ପୁତୁରା

0

ରାଇରଙ୍ଗପୁର  : ରାଇରଙ୍ଗପୁର ଅନ୍ତର୍ଗତ ତିରିଂ ଥାନା ଦେଉରାଡିହି ଗାଁରେ ଅଭାବନୀୟ ଘଟଣା ଘଟିଛି । ପାରିବାରିକ କଳହକୁ ନେଇ ପୁତୁରାର ଶାବଳ ମାଡରେ କକା ଏବଂ ଖୁଡିଙ୍କର ମୃତ୍ୟୁ ଘଟିଛି । ଜଘନ୍ୟ କାଣ୍ଡ ଘଟାଇବା ପରେ ଅଭିଯୁକ୍ତ ପୁତୁରାଜଣକ ଆତ୍ମସମର୍ପଣ କରିଥିବା ଜଣାପଡିଛି । ରାଇରଙ୍ଗପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିବା ସହିତ ଅଧିକ ତଦନ୍ତ ଜାରି ରଖିଛି ।

Leave A Reply

Your email address will not be published.