ବାରଙ୍ଗ : କାଠଯୋଡି ନଦୀରେ ଭାସିଗଲେ ୪ ବାଳକ । ଦୁଇ ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ୨ ଜଣଙ୍କ ପତ୍ତା ମିଳୁନି । ବାରଙ୍ଗ ମୁଣ୍ଡୁମୁହାଣ ଗାଁ ନିକଟରେ ଘଟିଛି ଅଘଟଣ । ଖବର ପାଇ ବାରଙ୍ଗ ଅଗ୍ନିଶମ କର୍ମଚାରୀଙ୍କ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ଭାସିଯାଇଥିବା ୪ ଜଣ ନିକଟରେ ଥିବା ଘରୋଇ ସଂସ୍ଥାରେ କାମ କରୁଥିଲେ ।
ତାଜା ଖବର
- Cover Into the A relationship (9 Features From A secure Relationships)
- Is it necessary to Give-up Things for Borrowed?
- Copine avance obese ensuite salope en francais escort aurait obtient distance cette embrasse en surfant sur douai
- Your own guide to Earnings-Contingent Installment Package (ICR)
- Taimi: incontri verso lesbiche facili e sicuri
- Is Google Assistant the smart assistant for you?
- Step three: Conserve to own a downpayment
- Con l’applicazione Badoo verso dispositivi arredamento, i servizi del abile sito di incontri sinon trasferiscono riguardo a smartphone ancora tablet
- A Solution for Remote Control From iPads and iPhones
- The dating reached its boiling-point in the “The brand new Hobbit” immediately after Butters refuted Wendy’s buddy, Lisa Berger, because of the calling the woman “fat”