କାଠଯୋଡି ନଦୀରେ ଭାସିଗଲେ ୪ ବାଳକ

0

ବାରଙ୍ଗ : କାଠଯୋଡି ନଦୀରେ ଭାସିଗଲେ ୪ ବାଳକ । ଦୁଇ ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ୨ ଜଣଙ୍କ ପତ୍ତା ମିଳୁନି । ବାରଙ୍ଗ ମୁଣ୍ଡୁମୁହାଣ ଗାଁ ନିକଟରେ ଘଟିଛି ଅଘଟଣ । ଖବର ପାଇ ବାରଙ୍ଗ ଅଗ୍ନିଶମ କର୍ମଚାରୀଙ୍କ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ଭାସିଯାଇଥିବା ୪ ଜଣ ନିକଟରେ ଥିବା ଘରୋଇ ସଂସ୍ଥାରେ କାମ କରୁଥିଲେ ।

Leave A Reply

Your email address will not be published.