କିରୋସିନି ଢାଳି ବୋହୂକୁ ପୋଡିବାକୁ ଉଦ୍ୟମ କଲେ ଶ୍ବଶୁର

0

ଅନୁଗୋଳ : ଅନୁଗୋଳ ହେମସୁରପଡାରେ ଅଭାବନୀୟ ଘଟଣା । କିରୋସିନି ଢାଳି ବୋହୂକୁ ପୋଡି ଉଦ୍ୟମ କଲେ ଶ୍ବଶୁର। ବୋହୂ ହରପ୍ରିୟା ନାୟକ ଗୁରୁତର ହୋଇଛନ୍ତି । ତାଙ୍କୁ ଅନୁଗୋଳ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ତାଙ୍କର ୫୦ ପ୍ରତିଶତ ପୋଡି ଯାଇଥିବା ଜଣାପଡିଛି । ତାଙ୍କୁ ଅନୁଗୋଳରେ ପ୍ରାଥମିକ ଚିକିତ୍ସା ପରେ କଟକ ବଡ ମେଡିକାଲ ସ୍ଥାନାନ୍ତର କରାଯାଉଛି । ପାରିବାରିକ କଳହରୁ ଶ୍ବଶୁର ଶଙ୍କର୍ଷଣ ନାୟକ ଏଭଳି କାଣ୍ଡ ଘଟାଇଥିବା ଅଭିଯୋଗ ହେଉଛି ।

Leave A Reply

Your email address will not be published.