ମା ଏବଂ ଝିଅଙ୍କ ଉପରେ ମାଡିଗଲା ପେଟ୍ରୋଲ ଟ୍ୟାଙ୍କର

0

ବାଲେଶ୍ବର : ବସ୍ତା ଥାନା ଏନ୍‌ଏଚ୍‌ ୬୦ ମଥାନି ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ରାସ୍ତାରେ ଯାଉଥିବା ବେଳେ ମା ଏବଂ ଝିଅଙ୍କ ଉପରେ ମାଡିଗଲା ପେଟ୍ରୋଲ ଟ୍ୟାଙ୍କର । ତୈଳ ଟାଙ୍କି ତଳେ ୨ ଜଣ ଚାପି ହୋଇ ରହିଥିବା ସୂଚନା ମିଳିଛି । ରାସ୍ତାରେ ଯାଉଥିବା ବେଳେ ମା’ ଶାନ୍ତି ଟୁଡୁ ଏବଂ ଝିଅ ମୁନି ଟୁଡୁଙ୍କ ଉପରେ ତୈଳ ଟ୍ୟାଙ୍କର ଚଢିଯାଇଥିଲା । ଘଟଣାସ୍ଥଳରେ ପୋଲିସ ଏବଂ ଅଗ୍ନିଶମ କର୍ମଚାରୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି ।

Leave A Reply

Your email address will not be published.