ମାଲଗାଡି ଧକ୍କାରେ ଜଣେ ମୃତ

0

ଜଳେଶ୍ୱର,: ମାଲଗାଡି ଧକ୍କାରେ ଜଣେ ମୃତ ।ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ରେଳଷ୍ଟେସନରେ ଏହି ଅଘଟଣ ଘଟିଛି ।

ମୃତକଜଣଙ୍କ ଜଣେ ରେଳ କର୍ମଚାରୀ ବୋଲି ଜଣାପଡିଛି । ସେ ହେଲେ ସିନିଅର ସେକ୍ସନ ସିଗନାଲ ଇଂଜିନିୟର ବାବୁଲାଲ ହେମ୍ବ୍ରମ୍ । ସେ ଜଳେଶ୍ବର ରେଲୱେ ଷ୍ଟେସନରେ ହିଁ କାର୍ଯ୍ୟରତ ଥିଲେ ବୋଲି ସୂଚନା ମିଳିଛି

Leave A Reply

Your email address will not be published.