ପଶ୍ଚିମବଙ୍ଗର ଗୁଳି କାଣ୍ଡରେ ୫ ଗିରଫ

0

କୋଲକାତା : ପଶ୍ଚିମବଙ୍ଗର ଉତ୍ତର ୨୪ ପ୍ରଗଣା ଜିଲ୍ଲାରେ ଟିଏମସିର ଯୁବ ନେତାଙ୍କ ଉପରେ ଆକ୍ରମଣ। ଦୁର୍ବୃତ୍ତଙ୍କ ଆଖି ବୁଜା ଗୁଳି ମାଡରେ ଟିଏମସି ନେତାଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଏହି ମାମଲାରେ ପୋଲିସ ୫ ଜଣଙ୍କୁ ଗିରଫ କରିଥିବା ବେଳେ ଛାନଭିନ୍‌ ଚଳାଇଛି।

Leave A Reply

Your email address will not be published.