ଆଠମଲ୍ଲିକ : ଆଠମଲ୍ଲିକ ହଣ୍ଡପା ଥାନା ଅନ୍ତର୍ଗତ ପ୍ରତପୁର ଗ୍ରାମରେ ଅଭାବନୀୟ ଘଟଣା ଘଟିଛି । ପ୍ରତପୁର ଗ୍ରାମରେ ପାରିବାରିକ ଗଣ୍ଡଗୋଳକୁ ନେଇ ପୁତୁରାଙ୍କ ସହିତ କକାଙ୍କର ଯୁକ୍ତିତର୍କ ହେଇଥିଲା । ଯୁକ୍ତିତର୍କ ସମୟରେ ପୁତୁରା ପ୍ରଚୁର ମଦ୍ୟପାନ କରିଥିଲା । ଦୁହିଁଙ୍କ ମଧ୍ୟରେ ଯୁକ୍ତି ସମୟରେ ପୁତୁରା ଲିପୁନ ଏବଂ ତାଙ୍କ ସହଯୋଗୀ, କାକା ଗଙ୍ଗାଧର ନାଗକୁ ଏକ କାଠଫାଳିଆରେ ଆକ୍ରମଣ କରିଥିଲେ । ଘଟଣା ପରେ ପୁତୁରା ଫେରାର ହୋଇଯାଇଛି । ଏ ନେଇ ହଣ୍ଡପା ଆଇଆଇସି କହିଛନ୍ତି ମଦ୍ୟପାନ ଯୋଗୁଁ ପୁତୁରା ମାରିଥିବାର ପରିବାର ଲୋକ ପ୍ରକାଶ କରିଛନ୍ତି ।
ତାଜା ଖବର
- Copine avance obese ensuite salope en francais escort aurait obtient distance cette embrasse en surfant sur douai
- Your own guide to Earnings-Contingent Installment Package (ICR)
- Taimi: incontri verso lesbiche facili e sicuri
- Is Google Assistant the smart assistant for you?
- Step three: Conserve to own a downpayment
- Con l’applicazione Badoo verso dispositivi arredamento, i servizi del abile sito di incontri sinon trasferiscono riguardo a smartphone ancora tablet
- A Solution for Remote Control From iPads and iPhones
- The dating reached its boiling-point in the “The brand new Hobbit” immediately after Butters refuted Wendy’s buddy, Lisa Berger, because of the calling the woman “fat”
- Understanding the Dynamics of Texting in Relationships
- Meet a community Connection on the Proper Ecosystem