ପାରିବାରିକ କଳହକୁ ନେଇ ଗଣ୍ଡଗୋଳ

0

ଆଠମଲ୍ଲିକ : ଆଠମଲ୍ଲିକ ହଣ୍ଡପା ଥାନା ଅନ୍ତର୍ଗତ ପ୍ରତପୁର ଗ୍ରାମରେ ଅଭାବନୀୟ ଘଟଣା ଘଟିଛି । ପ୍ରତପୁର ଗ୍ରାମରେ ପାରିବାରିକ ଗଣ୍ଡଗୋଳକୁ ନେଇ ପୁତୁରାଙ୍କ ସହିତ କକାଙ୍କର ଯୁକ୍ତିତର୍କ ହେଇଥିଲା । ଯୁକ୍ତିତର୍କ ସମୟରେ ପୁତୁରା ପ୍ରଚୁର ମଦ୍ୟପାନ କରିଥିଲା । ଦୁହିଁଙ୍କ ମଧ୍ୟରେ ଯୁକ୍ତି ସମୟରେ ପୁତୁରା ଲିପୁନ ଏବଂ ତାଙ୍କ ସହଯୋଗୀ, କାକା ଗଙ୍ଗାଧର ନାଗକୁ ଏକ କାଠଫାଳିଆରେ ଆକ୍ରମଣ କରିଥିଲେ । ଘଟଣା ପରେ ପୁତୁରା ଫେରାର ହୋଇଯାଇଛି । ଏ ନେଇ ହଣ୍ଡପା ଆଇଆଇସି କହିଛନ୍ତି ମଦ୍ୟପାନ ଯୋଗୁଁ ପୁତୁରା ମାରିଥିବାର ପରିବାର ଲୋକ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.