ଫ୍ରି ଫାୟାର ଗେମ୍ ଖେଳି ଗୁରୁତର ହୋଇଥିବା ଛାତ୍ରଙ୍କ ମୃତ୍ୟୁ

0

ତେଲକୋଇ : ଫ୍ରି ଫାୟାର ଗେମ୍ ଖେଳି ଗୁରୁତର ହୋଇଥିବା ଛାତ୍ରଙ୍କ ମୃତ୍ୟୁ । ମୃତକ ହେଲେ କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ଥାନା ଆଖୁପାଳ ଗାଁର ଦଶମ ଶ୍ରେଣୀ ଛାତ୍ର ଅଗସ୍ତି ଖଣ୍ଡା ।  ବୁଧବାର ସେ ଫ୍ରି ଫାୟାର ଗେମ୍‌ ଖେଳି ଅସୁସ୍ଥ ହୋଇପଡିଥିଲେ । ସଙ୍କଟାପନ୍ନ ଅବସ୍ଥାରେ ତାଙ୍କୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା ।  ଚିକିତ୍ସାଧୀନ ଅବସ୍ଥାରେ ସେଠାରେ ତାଙ୍କର  ମୃତ୍ୟୁ ହୋଇଛି ।  

Leave A Reply

Your email address will not be published.