ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଧନ୍ୟବାଦ ଜଣାଇଲେ ଆଫଗାନି ଅଭିନେତ୍ରୀ ମଲିଶା

0

ନୂଆଦିଲ୍ଲୀ  : ତାଲିବାନ ଦଖଲ ପରେ ଆଫଗାନିସ୍ତାନର ସ୍ଥିତି ଦିନକୁ ଦିନ ଖରାପ ହେବାରେ ଲାଗିଛି। ଲୋକମାନେ ସ୍ଥାନାନ୍ତର ହେବାକୁ ବାଧ୍ୟ ହେଉଛନ୍ତି । ଏହିପରି ଆଫଗାନିସ୍ତାନ ଅଭିନେତ୍ରୀ ମଲିଶା ହେନା ଖାନ ନିଜ ଉପରେ ବିତିଥିବା ଘଟଣା ବିଷୟରେ ବର୍ଣ୍ଣନା କରିଛନ୍ତି ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଧନ୍ୟବାଦ ଦେଇଛନ୍ତି।

Leave A Reply

Your email address will not be published.