ପୁଣି ଘର ଭାଙ୍ଗିଲେ ୧୮ ଟିକିଆ ଝାଡ଼ଖଣ୍ଡି ହାତୀପଲ

0

କରଞ୍ଜିଆ, : ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ଅଞ୍ଚଳରେରେ ହାତୀ ଆତଙ୍କ । ପୁଣି ଘର ଭାଙ୍ଗିଲେ ୧୮ ଟିକିଆ ଝାଡ଼ଖଣ୍ଡି ହାତୀପଲ ।

 

ବୁଧବାର ବିଳମ୍ବିତ ବିଳମ୍ବିତ ରାତିରେ ଦୁଧିଆଣି ରେଞ୍ଜ ଅନ୍ତର୍ଗତ ଯଶୀପୁର ବ୍ଲକର ଅକ୍ତାପାଳ ଗାଁରେ ହାତୀପଲ ଉତ୍ପାତ କରିଛନ୍ତି । ଗାଁରେ ପଶି ୨ ଟି ଘର ଭାଙ୍ଗିବା ସହ ଧାନ ଚାଉଳ ଖାଇ ଯାଇଛନ୍ତି । ଖବର ପାଇ ବନ ବିଭାଗ ପକ୍ଷରୁ ହାତୀ ଘଉଡାଇବା ଉଦ୍ୟମ ଜାରି ରହିଛି । ଏହାସତ୍ତ୍ୱେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି ।

Leave A Reply

Your email address will not be published.