ରାଜଧାନୀରେ ବଢ଼ିବ ଗରମ, ୩୭ଂ ଛୁଇଁବ ତାପମାତ୍ରା

0

ଭୁବନେଶ୍ୱର: ଏବେ ଗରମ ବଢ଼ିବ ଭୁବନେଶ୍ୱରରେ । ସୋମବାର ଦିନର ସର୍ବୋଚ୍ଚ ତାପମାତ୍ରା ୩୭ ଡିଗ୍ରୀ ସେଲସିୟସ୍‌ ଛୁଇଁପାରେ । ଦିନ ୧୧ଟାରୁ ଗରମ ବଢ଼ି ଚାଲିବ । ସେତେବେଳକୁ ତାପମାତ୍ରା ୩୩ ଡିଗ୍ରୀ ଥିଲେ ମଧ୍ୟ ଅତି ବାଇଗଣୀ ରଶ୍ମି (ୟୁଭି) ମାତ୍ରା ୮ ରହିପାରେ । ଦିନ ୧୨ଟାବେଳକୁ ତାତି ୩୫ ଛୁଇଁବା ସହ ୟୁଭି ମାତ୍ରା ୯ ରହିବ । ଦିନ ୨ଟାବେଳକୁ ପାରଦ ୩୭ ଡିଗ୍ରୀ ରହିବା ସମ୍ଭାବନା ଅଛି । ଅପରାହ୍ନ କିମ୍ବା ସନ୍ଧ୍ୟାରେ ପାଗ ଆଂଶିକ ମେଘୁଆ ରହିପାରେ ।

Leave A Reply

Your email address will not be published.