ରାଜ୍ୟର ୧୨ ଜିଲ୍ଳାକୁ କାଳବୈଶାଖୀ ସତର୍କତା ଜାରି

0

ଭୁବନେଶ୍ବର: ରାଜ୍ୟର ୧୨ ଜିଲ୍ଳାକୁ କାଳବୈଶାଖୀ ସତର୍କତା ଜାରି। ୫ ଜିଲ୍ଲାକୁ ଆରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଥିବା ବେଳେ ୭ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା ଜିଲ୍ଲାରେ ଘଡଘଡି ସହ ବର୍ଷା ହୋଇପାରେ ।  ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼ ଗଞ୍ଜାମ, କନ୍ଧମାଳ, କଟକ ଜିଲ୍ଲାରେ ପବନ ସହ କୁଆପଥର ବୃଷ୍ଟି ପାତ ସମ୍ଭାବନା ଥିବା ପାଣିପାଗ ବିଭାଗ ସତର୍କ କରାଇ ଦେଇଛି।

Leave A Reply

Your email address will not be published.