ରାଜ୍ୟର ବିଭିନ୍ନ ଜେଲରୁ ଖଲାସ ହେବେ କଏଦୀ

0

ଭୁବନେଶ୍ୱର, : ରାଜ୍ୟର ବିଭିନ୍ନ ଜେଲରୁ ଖଲାସ ହେବେ ୨୩ ଆଜୀବନ ସଜ୍ଜା କାଟୁଥିବା କଏଦୀ । ବାରିପଦା ଓ ଭବାନୀପାଟଣାରୁ ୩, ଚୌଦ୍ବାର, ରାଉରକେଲା, କୋଟପାଡ, ବ୍ରହ୍ମପୁର ଜେଲରୁ ୨ ଜଣ ଲେଖାଏଁ କଏଦୀ ଖଲାସ ହେବେ ।

ସେହିପରି କୋରାପୁଟ, ରଣପୁର, ବଲାଙ୍ଗିର, ଜାମୁଝରୀ, ପଦ୍ମପୁର, ସୁନ୍ଦରଗଡ, ସୋହେଲା, ସମ୍ବଲପୁର ଜେଲରୁ ଜଣେ ଲେଖାଏଁ କଏଦୀ ଖଲାସ ହେବେ । ଏ ସମ୍ପର୍କରେ ରାଜ୍ୟ ଆଇନ ବିଭାଗ ପକ୍ଷରୁ ପ୍ରତ୍ୟକ ଜେଲ କର୍ତ୍ତୃପକ୍ଷଙ୍କୁ ଲିଖିତ ସୂଚନା ଦିଆଯାଇଛି ।

Leave A Reply

Your email address will not be published.