ରାଜ୍ୟରେ ସୃଷ୍ଟି ହେଲା ୧୧,୦୦୬ଟି ନର୍ସିଂ ପଦବୀ

0

ଭୁବନେଶ୍ୱର, : ରାଜ୍ୟ ସ୍ୱାସ୍ଥ୍ୟ ବିଭାଗରେ ୧୧,୦୦୬ଟି ନର୍ସିଂ ପଦବୀ ସୃଷ୍ଟି କରାଯାଇଛି । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଆଦିରେ ଏହି ନର୍ସମାନେ ନିଯୁକ୍ତି ପାଇବେ । ସମସ୍ତ ପଦବୀ ୨ଟି ପର୍ଯ୍ୟାୟରେ ପୂରଣ କରାଯିବା ନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

ରାଜ୍ୟରେ ଏଥିପାଇଁ ପାଠ ପଢ଼ି ଘରେ ଥିବା ନର୍ସିଂ ପିଲାମାନେ ଏଥିରେ ନିଯୁକ୍ତି ପାଇବେ । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ଏହି ପଦବୀ ସୃଷ୍ଟି କରାଯାଇଥିବା ଜଣାପଡ଼ିଛି ।

Leave A Reply

Your email address will not be published.