ସଡ଼କ ଦୁର୍ଘଟଣାରେ ମାଆ-ଝିଅ ମୃତ ,ବାପା-ପୁଅ ଗୁରୁତର

0

ଜଳେଶ୍ୱର – ନିଧିପଣ୍ଡା ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଏଥିରେ ମାଆ-ଝିଅଙ୍କର ମୃତ୍ୟୁ ହୋଇଥିବା ବେଳେ ,ବାପା-ପୁଅ ଗୁରୁତର ହୋଇଛନ୍ତି। ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସୂଚନା ଆଧାରରେ  ରୁପ୍ସାରୁ ବାଲେଶ୍ୱର ଆସୁଥିବା ବେଳେ ଏହି ଦୁର୍ଘଟଣା ଘଟିଛି ।

Leave A Reply

Your email address will not be published.