ସମ୍ବଲପୁର: ଟ୍ରଲର ଧକ୍କାରେ ୨ ମୃତ

0

ସମ୍ବଲପୁର : ସମ୍ବଲପୁର ପରମାଣପୁର ପେଟ୍ରୋଲ ପମ୍ପ ସାମ୍ନାରେ ଟ୍ରଲର ଧକ୍କାରେ ୨ ମୃତ ପ୍ରାଣ ହରାଇଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି। ଗୁରୁତରଙ୍କୁ ସ୍ଥାନୀୟ ଲୋକ ଉଦ୍ଧାର କରି ବୁର୍ଲା ମେଡିକାଲରେ ଭର୍ତ୍ତି କରାଯାଇଛି।  ମୃତକଙ୍କ ପରିଚୟ ମିଳିଛି। ପରମାଣପୁରର ଚିଣ୍ଟୁ ସାହୁ ଓ ଦୁର୍ଲ୍ଲଭ ମରେଇ । ଆହତ ଜଣକ ଧିରକ ବାରିକ ବୋଲି ଜଣାପଡିଛି । ଘଟଣାସ୍ଥଳ ପୁଲିସ ପହଞ୍ଚି ଗାଡ଼ି ଜବତ କରିଛି।

ସୂଚନା ମୁତାବିକ, ଗତକାଲି ହୋଲି ଚାଲିଥିବା ଏକ ବାଇକରେ ୩ ଜଣ ଯୁବକ ଯାଉଥିବା ବେଳେ ନୂଆ ପେଟ୍ରୋଲ ପମ୍ପରୁ ପେଟ୍ରୋଲ ପକାଇ ଯାଉଥିବା ସମୟରେ ଟ୍ରଲର ସହ ଧକ୍କା ହୋଇଥିଲା | ଫଳରେ ଘଟଣା ସ୍ଥଳରେ ଦୁଇ ଜଣଙ୍କ ମୃତ୍ଯୁ ଘଟିଥିବା ବେଳେ ଜଣଙ୍କ ଅବସ୍ଥା ସଂକଟାପନ୍ନ ରହିଛି। ତାଙ୍କୁ ବୁର୍ଲା ସ୍ଥାନାନ୍ତର କରାଯାଇଛି।

Leave A Reply

Your email address will not be published.