ଶ୍ରୀମନ୍ଦିର ଖୋଲିବା ପରେ ଚଳଚଞ୍ଚଳ ଶ୍ରୀକ୍ଷେତ୍ର

0

ପୁରୀ :  ଦୀର୍ଘଦିନ ପରେ ସୋମବାରଠାରୁ ସର୍ବସାଧାରଣଙ୍କ ପାଇଁ ଖୋଲିଛି ବଡ଼ଦେଉଳ ।  ଶ୍ରୀମନ୍ଦିର ଖୋଲିବା ପରେ ଚଳଚଞ୍ଚଳ ଶ୍ରୀକ୍ଷେତ୍ର। କରୋନା ମହାମାରୀ ଯୋଗୁଁ ଭକ୍ତ ତଥା ପର୍ଯ୍ୟଟକ ମାନେ ପୁରୀ ଆସୁନଥିବାରୁ ବଡ଼ଦାଣ୍ଡଠାରୁ ବେଳାଭୂମି ଚାରିଆଡ଼େ ଥିଲା ଖାଁ ଖାଁ ପରିବେଶ।   ଏବେ ପର୍ଯ୍ୟଟକଙ୍କ ଆଗମନ ଯୋଗୁଁ ଶ୍ରୀମନ୍ଦିର ଭଳି ବେଳାଭୂମି ମଧ୍ୟ ଚଳଚଞ୍ଚଳ।

Leave A Reply

Your email address will not be published.