ସୁପ୍ରିମକୋର୍ଟ ସମ୍ମୁଖରେ ଆତ୍ମଦାହ ଉଦ୍ୟମ

0

ନୂଆଦିଲ୍ଲୀ  : ଜାତୀୟ ରାଜଧାନୀ ଦିଲ୍ଲୀ ସୁପ୍ରିମକୋର୍ଟର ଗେଟ୍ ନମ୍ବର ଡି ସମ୍ମୁଖରେ ଜଣେ ମହିଳା ଏବଂ ଜଣେ ବ୍ୟକ୍ତି ନିଜକୁ ନିଆଁ ଲଗାଇ ଦେଇଥିବା ଅଭିଯୋଗ ହୋଇଛି। ଏହା ପରେ ଏହି ଅଞ୍ଚଳକୁ ଘେରାବନ୍ଦୀ କରାଯାଇଛି। ଆହତମାନଙ୍କୁ ରାମ ମନୋହର ଲୋହିଆ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

Leave A Reply

Your email address will not be published.