ଟାଙ୍ଗିଆରେ ହାଣି ଯୁବକଙ୍କୁ ହତ୍ୟା

0

ଜି. ଉଦୟଗିରି : କନ୍ଧମାଳ ଜି.ଉଦୟଗିରିରେ ଅଭାବନୀୟ ଘଟଣା । ଉଉଣୀକୁ ଅସଦାଚରଣ କରିବାରୁ ଉତକ୍ଷିପ୍ତ ହୋଇ ଭାଇର ବର୍ବର କାଣ୍ଡ । ଟାଙ୍ଗିଆରେ ହାଣି ଜଣଙ୍କୁ ହତ୍ୟା କଲା ଭାଇ । ବିଚ୍ ରାସ୍ତାରେ ଗୋଡାଇ ଗୋଡାଇ ହାଣି ହତ୍ୟା କଲା କରିଛି ଭାଇ । ଚକାପାଦ ଥାନା ସୁବଳୟା ଗାଁର ଏହି ଘଟଣା । ମୃତକ ହେଲେ ଯଶୋବନ୍ତ ବେହେରା । ଘଟଣାସ୍ଥଳରେ ଚକାପାଦ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଅଭିଯୁକ୍ତ ମକରନ୍ଦ ନାୟକକୁ ଅଟକ ରଖି ପୋଲିସ ପଚରାଉଚରା କରୁଛି ।

Leave A Reply

Your email address will not be published.