ଟାଙ୍କି ସଫା କଲାବେଳେ ଶ୍ବାସରୁଦ୍ଧ ହୋଇ ଚାଲିଗଲା ୨ଶ୍ରମିକଙ୍କ ଜୀବନ

0

ସ୍ବରେଜ୍‌ ଟାଙ୍କି ସଫା କଲା ବେଳେ ଘଟିଛି ବଡ଼ ଅଘଟଣ। ଟାଙ୍କି ଭିତରେ ଶ୍ବାସରୁଦ୍ଧ ହୋଇ ୨ ଶ୍ରମିକଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ବଡଗଡ ଥାନା ବ୍ରହ୍ମେଶ୍ବର ପାଟଣା ଅଞ୍ଚଳର ଘଟଣା ଏହି ଅଭାବନୀୟ ଘଟଣା।

ମିଳିଥିବା ସୂଚନାନୁସାରେ, ବଡଗଡ ଥାନା ବ୍ରହ୍ମେଶ୍ବର ପାଟଣା ଅଞ୍ଚଳରେ ସ୍ବରେଜ୍‌ ଟାଙ୍କି ସଫା କଲା ବେଳେ ଘଟିଛି ବଡ଼ ଅଘଟଣ। ଟାଙ୍କି ଭିତରେ ଶ୍ବାସରୁଦ୍ଧ ହୋଇ ୨ ଶ୍ରମିକଙ୍କର ମୃତ୍ୟୁ ହୋଇଛି। ମୃତଦେହକୁ ଉଦ୍ଧାର କରିଛି ଅଗ୍ନିଶମ ବାହିନୀ।

Leave A Reply

Your email address will not be published.