ନୂଆଦିଲ୍ଲୀ: କରୋନା ସଂକ୍ରମଣକୁ ରୋକିବା ପାଇଁ ଦେଶରେ ଏବେ ଟିକାକରଣ ଅଭିଯାନ ଯୁଦ୍ଧସ୍ତରରେ ଚାଲିଛି। ସ୍ବାସ୍ଥ୍ୟ ବିଭାଗ ସୂଚନା ମୁତାବକ ଆଜି ସୁଦ୍ଧା ୪୦.୪୯ କୋଟି ଟିକା ଡୋଜ ଦିଆଯାଇଛି। ଟିକାକରଣରେ ସଂଖ୍ୟା ଦୃଷ୍ଟିରୁ ଚୀନ୍ ବିଶ୍ବରେ ପ୍ରଥମ ସ୍ଥାନରେ ଥିବା ବେଳେ ଏହା ପଛକୁ ଭାରତ ରହିଛି। ଭାରତର ଟିକାକରଣ ଅଭିଯାନ ଚଳିତ ବର୍ଷ ୧୬ ଜାନୁଆରିରୁ ଆରମ୍ଭ ହୋଇଥିଲା। ଏ ପର୍ଯ୍ୟନ୍ତ ଦେଶରେ ୨୫.୨ ପ୍ରତିଶତ ଲୋକଙ୍କୁ ଅତି କମ୍ରେ ଗୋଟିଏ ଡୋଜ୍ ଟିକା ଦିଆଯାଇଛି ଏବଂ ୮.୭ ପ୍ରତିଶତ ଲୋକ ଦୁଇଟି ଡୋଜ୍ ନେଇସାରିଛନ୍ତି। ଭାରତକୁ ଏବେ ବି ଟିକାକରଣ କ୍ଷେତ୍ରରେ ଲମ୍ବା ଲଢ଼େଇ ଲଢ଼ିବାକୁ ହେବ
ତାଜା ଖବର
- ଆସନ୍ତା ୩ ଦିନ ପର୍ଯ୍ୟନ୍ତ ରାଜ୍ୟବ୍ୟାପୀ ଗରମ କରିବ ଛଟପଟ
- ୨୪ ଘଣ୍ଟା ମଧ୍ୟରେ ଦେଶରେ ୩୩ ହଜାରରୁ କମ୍ କରୋନା ସଂକ୍ରମିତ ଚିହ୍ନଟ
- ବିଦ୍ୟୁତ ସଂସ୍ପର୍ଶରେ ଆସି ଯୁବକଙ୍କ ମୃତ୍ୟୁ
- ଫାଶୀ ଲଗାଇ ଆତ୍ମହତ୍ୟା କଲା ମହିଳା
- ଭଦ୍ରକ ଜିଲ୍ଲାକୁ ତୁରନ୍ତ ମରୁଡି ଘୋଷଣା କରିବାକୁୁ ଦାବି କଲା ବିଜେପି
- ରାଜ୍ୟରେ ସୁସ୍ଥ ହେଲେ ଆଉ ୭୬୩ କରୋନା ଆକ୍ରାନ୍ତ
- ବର ୯୦ କୁ କନ୍ୟା ୭୫
- ରାଜ୍ୟର ୬ଟି ଜିଲ୍ଲାରେ ପ୍ରବଳ ବର୍ଷା
- ୬୦ ଟଙ୍କା ପାଇଁ ବନ୍ଧୁଙ୍କୁ ପଥରରେ ଛେଚି ହତ୍ୟା
- ସ୍ତ୍ରୀକୁ ହତ୍ୟା କରି ସ୍ୱାମୀର ଆତ୍ମହତ୍ୟା