ଟ୍ରକ୍-ବାଇକ୍ ଧକ୍କା , ୨ ମୃତ

0

ଭଦ୍ରକ : ଟ୍ରକ୍-ବାଇକ୍ ଧକ୍କା । ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି । ଭଦ୍ରକ ରାହାଞ୍ଜ ବାସୁଳି ଢ଼ାବା ନିକଟରେ ଘଟିଛି ଦୁର୍ଘଟଣା ।

 

ସୂଚନାଯୋଗ୍ୟ ଯେ, ୧୬ ନମ୍ବର ଜାତୀୟ ରାଜପଥ ରାହାଞ୍ଜ ବାସୁଳି ଢ଼ାବା ନିକଟରେ ଟ୍ରକ୍-ବାଇକ୍ ଧକ୍କା ହୋଇଛି । ଦୁର୍ଘଟଣା ଫଳରେ ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି । ମୃତକମାନେ ଭଦ୍ରକ ଗ୍ରାମାଞ୍ଚଳ ଥାନା ବଣିଆ ଅଞ୍ଚଳର ବୋଲି ସୂଚନା ମିଳିଛି । ବାଇକଟି ଟ୍ରକକୁ ପଛରୁ ଧକ୍କା ଦେବା ଫଳରେ ଦୁର୍ଘଟଣା ହୋଇଥିବା ସୂଚନା ମିଳିଛି ।

Leave A Reply

Your email address will not be published.