ଟ୍ରକ୍‌-ଟ୍ରଲର୍‌ ମୁହାଁମୁହିଁ ଧକ୍କା

0

ବ୍ରଜରାଜନଗର : ୪୯ ନମ୍ୱର ଜାତୀୟ ରାଜପଥ ଗାନ୍ଧୀ ଛକ ଫାଣ୍ଡି ବର୍ମା ପେଟ୍ରାଲ ପମ୍ପ ସମ୍ମୁଖରେ ବିଳମ୍ବିତ ରାତି ଝାରସୁଗୁଡ଼ା ପଟୁ ଆସୁଥିବା ଆଇରନ ବୋଝେଇ ଟ୍ରଲର୍‌ (ଜେଏଚ୍‌-୦୨ବି ୭୨୧୯) ଓ ଗାନ୍ଧୀ ଛକ ପଟୁ ଆସୁଥିବା କୋଇଲା ବୋଝେଇ ଟ୍ରକ୍‌ (ଓଆର୍‌ ୨୩ବି ୫୮୮୬) ମୁହାଁମୁହିଁ ଧକ୍କା ହୋଇଛି । ଟ୍ରଲର୍‌ ଚାଳକ ସାମାନ୍ୟ ଆହତ ହୋଇଥିବା ବେଳେ ଟ୍ରକ୍‌ ଚାଳକ ଫେରାର ମାରିଛି । ଖବର ପାଇ ଗାନ୍ଧୀ ଛକ ଫାଣ୍ଡି ଅଧିକାରୀ ଶଶିଭୂଷଣ ପୋଢ଼ ପହଞ୍ଚି ଟ୍ରଲର୍‌ ଚାଳକଙ୍କୁ ଡାକ୍ତରଖାନା ପଠାଇଥିବା ବେଳେ ଗାଡ଼ିକୁ ଜବତ କରିଛନ୍ତି

Leave A Reply

Your email address will not be published.