ଭୀମସାରରେ ୨ ଶିଶୁ କୋଭିଡ୍ ପଜିଟିଭ

0

ସମ୍ବଲପୁର : ସମ୍ବଲପୁର ବୁର୍ଲା ଭୀମସାରରେ ୨ ଶିଶୁ କୋଭିଡ୍ ପଜିଟିଭ । ଏ ନେଇ ଭୀମସାର ସୁପରିଟେଣ୍ଡେଣ୍ଟ ଡାକ୍ତର ଲାଲମୋହନ ନାୟକ ସୂଚନା ଦେଲେ ।

ସୂଚନାଯୋଗ୍ୟ ଯେ, ସମ୍ବଲପୁର ବୁର୍ଲା ଭୀମସାରରେ ୨ ଶିଶୁ କୋଭିଡ୍ ପଜିଟିଭ ଚିହ୍ନଟ ହୋଇଛନ୍ତି । ଆକ୍ରାନ୍ତ ଥିବା ୨ ଶିଶୁଙ୍କ ବୟସ ଯଥାକ୍ରମେ ୭ ମାସ ଓ ୫ ବର୍ଷ । ତେବେ ବର୍ତ୍ତମାନ ତାଙ୍କ ସ୍ବାସ୍ଥ୍ୟାବସ୍ଥା ଠିକ୍ ଥିବା ସୁପରିଟେଣ୍ଡେଣ୍ଟ କହିଛନ୍ତି । ତେବେ ଉଭୟଙ୍କୁ କୋଭିଡ୍-IIରେ ଭର୍ତ୍ତି କରାଯାଇଥିବା ଜଣାପଡିଛି । ଉଭୟ ଶିଶୁ ଅସୁସ୍ଥ ହେବା ଯୋଗୁଁ ଭୀମସାରରେ ଭର୍ତ୍ତି ହୋଇଥିଲେ। ମାତ୍ର ଆଣ୍ଟିଜେନ୍ ଟେଷ୍ଟରେ ଉଭୟ ପଜିଟିଭ୍ ଚିହ୍ନଟ ହୋଇଛନ୍ତି।

Leave A Reply

Your email address will not be published.