ହ୍ବିଲଚେୟାରରେ ରୋଡ୍ ଶୋ’ କରିବେ ମମତା ବାନାର୍ଜୀ

0

କୋଲକାତା,୧୪।୩: ପଶ୍ଚିମବଙ୍ଗର ନନ୍ଦିଗ୍ରାମ​‌ରେ ଏକ ରାଲି ବେଳେ ହୋଇଥିଲେ   ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ଏବେ ହସ୍ପିଟାଲରେ  ଡିସଚାର୍ଜ ହେବାପରେ ଆଜି ପ୍ରଥମ ଥର ହ୍ବିଲଚେୟାର ଯୋଗେ ମଞ୍ଚ ଉପରେ ନଜର ଆସିବେ। ଆଜିପରେ ସେ ୧୫ ମାର୍ଚ୍ଚରୁ ଜନସଭା ଆରମ୍ଭ କରିବେ। ମମତା ୧୫ ମାର୍ଚ୍ଚରେ ପୁରୁଲିଆ, ୧୬ ମାର୍ଚ୍ଚରେ ବାଙ୍କୁରା ଓ ୧୭ ମାର୍ଚ୍ଚରେ ଝାରଗ୍ରାମରେ ରାଲି କରିବ।

ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପାଇଁ ତୃଣମୂଳ କଂଗ୍ରେସ ପକ୍ଷରୁ ଆଜି ଜାରି କରାଯିବାକୁ ଥିବା ନିର୍ବାଚନ ଘୋଣାଷା ପତ୍ର କାର୍ଯ୍ୟକ୍ରମକୁ ପୁଣିଥରେ ଘୁଞ୍ଚାଇ ଦିଆଯାଇଛି। କୋଲକାତାରେ ମମତା ବାନାର୍ଜୀଙ୍କୁ ରାଲି କାରଣରୁ ଆଜି ଟିଏମସି ନିଜର ଘୋଷଣା ପତ୍ର ଜାରି କରିବନି। ଟିଏମସିର ଘୋଷଣା ପତ୍ରରେ ରାସନ୍‌ରୁ ନେଇ ରୋଜଗାର ପର୍ଯ୍ୟନ୍ତ ୧୦ଟି ଖାସ୍ କଥା ରହିବ ବୋଲି କୁହାଯାଉଛି।

Leave A Reply

Your email address will not be published.